ଶିଶୁ ଓ କିଶୋର ଆସନ୍ତାକାଲିର ସମ୍ଭାବନା । ଏହି ବୟସରେ ସେ ନିଜକୁ ଗଢ଼େ । ଭବିଷ୍ୟତର ବିରାଟ ବୋଝ ବୋହିବାକୁ ସଂକଳ୍ପ କରେ । ନିଜ ଭିତରେ ଉକୁଟି ଉଠୁଥିବା ଆଭାସ ଓ ଆବେଦନକୁ ସେ ପରିପ୍ରକାଶ କରିବାକୁ ଚାହୁଁଥିବାବେଳେ ତାହାକୁ ଆହୁରି ତରଙ୍ଗାୟିତ କରିବା ପାଇଁ ଆମେ ବଡ଼ମାନେ ତାଙ୍କପାଇଁ ବାଡ଼ ନ ହୋଇ ମଶାଲ ପାଲଟିଲେ, ସେମାନେ ସହଜରେ ଅନ୍ଧାର ପଥ ଅତିକ୍ରମ କରିପାରିବେ ।
ଶିଶୁଟି ପଢ଼ିବସିଲେ ଆଉ ଏକ ଦୁନିଆରେ ପହଂଚିଯାଏ । ପ୍ରତିପୃଷ୍ଠାରେ ତା ଚାରିପାଖରେ ବାପାବୋଉ, ସାଙ୍ଗସାଥୀ, ପରିବାର ବ୍ୟତିରେକ ଆଉ କେତେକ ଚରିତ୍ର ଓ ଘଟଣାକ୍ରମ ତାକୁ ଆକର୍ଷିତ କରିଥାଏ । ଦୁନିଆକୁ ଜାଣିବସେ । ନିଜର ସ୍ଥିତି ଅବସ୍ଥିତିକୁ ବୁଝିପାରେ । ଗଛ, ପାହାଡ଼, ନଦୀ, ସାଗର, ଆକାଶ, ମାଟିରେ ଗଢ଼ି ହେଉଥିବା ଜୀବନମାନଙ୍କୁ ଜାଣି ନିଜ କଅଁଳ ଆଖିରେ କଳ୍ପନା କରିବସେ ଓ ସାତରଙ୍ଗରେ ରଙ୍ଗେଇବାକୁ ଚେଷ୍ଟାକରେ । ଶାସନ ଅନୁଶାସନର ଅର୍ଗଳି ମଧ୍ୟରେ ଅସରନ୍ତି ପାହାଚରେ ପାଦ ଥାପିବାକୁ ପଛାଏନି । ପ୍ରତିଯୋଗିତାର ପୃଥିବୀରେ ପାରିଲା ପଣିଆର ପାରଦର୍ଶିତାକୁ ପ୍ରତିପାଦନ କରିବାକୁ ଆଶା ବାନ୍ଧେ । ଜୀବନ କାନ୍]ଭାସ୍]ରେ ଚିତ୍ରିତ ଦିଗକୁ ସ୍ୱତନ୍ତ୍ର କରିବାର ସୁଯୋଗକୁ ହାତଛଡ଼ା କରେନା ।
ଏଇ ସାଧନାର ଶୁଭବେଳାରେ ମୁଁ ନିଜ ବୟସରୁ ଝର୍କା ଦେଇ ଓହ୍ଲେଇ ଆସିଛି । ବୟସକୁ ପଛେଇ ଦେଇ ନିଜେ ଶିଶୁଟିଏ ପାଲଟି ତାଙ୍କ ହାତରେ ଧରେଇଦେବାକୁ ଚେଷ୍ଟା କରିଛି ଶିଶୁ କବିତା ଗୁଚ୍ଛ 'ରୁରୁରୁ ରୁରୁ' କୁ । ଶିଶୁମନରେ ଆମୋଦ ସହିତ ଆଗାମୀ କାଲିରେ ଏକଏକ ନାୟକ ହେବାକୁ ସଂକଳ୍ପ କରି ସଫଳତା ପାଇଁ ମୋ ହୃଦୟର ଆବେଦନ କବିତାଗୁଚ୍ଛ ଗୁଣ୍ଡୁଚିମୂଷାର ଭୂମିକା ନେବ ବୋଲି ଆଶା ବାନ୍ଧିଛି ।
Les informations fournies dans la section « Synopsis » peuvent faire référence à une autre édition de ce titre.
ରଘୁନାଥ ସାହୁ ଓଡିଆ ନାଟକ, ଗଳ୍ପ, ପ୍ରବନ୍ଧ ଓ କବିତା ରଚନା କ୍ଷେତ୍ରରେ ଏକ ଅନନ୍ୟ ଉଚ୍ଚାରଣ । ଶ୍ରୀ ସାହୁଙ୍କର ଜନ୍ମ ୧୯୭୧ ମସିହା ଜାନୁଆରୀ ୨୩ ତାରିଖ ଦିନ ଜଗତ୍]ସିଂହପୁର ଜିଲ୍ଲାର କୁଜଙ୍ଗ ସ୍ଥିତ ବଳରାମପୁର ଗ୍ରାମରେ । ପ୍ରକାଶିତ ୨୨ଟି ନାଟକ ମଧ୍ୟରୁ "ଆଖଡାଘର", "ନାଟ୍ୟଗ୍ରନ୍ଥ", "ଡିମିରିଫୁଲ" ଓ ଏକାଙ୍କିକା ମଧ୍ୟରୁ "ଓ ଓହଳମାନେ", "ଏକ ଏକ ଏକାଙ୍କିକା" ଆଦି ବେଶ୍ ଜନାଦୃତ । ଗଳ୍ପ "ମାଟିର ମୁହୂର୍ତ୍ତ", "ଛକ", "ଉତର ପୁରୁଷ" ଓ ଶିଶୁ କିଶୋର କବିତା ପୁସ୍ତକ "ବୋଉ ବୋଉକା" ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଓ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ସମେତ ଓଡିଶାର ବହୁ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାହୁଙ୍କୁ ମିଳିଛି ଅନେକ ସ୍ୱୀକୃତି ଓ ସମ୍ବର୍ଦ୍ଧନା । ଏହି ଶିଶୁ କିଶୋର କବିତା "ରୁରୁରୁ ରୁରୁ" କୁନି କୁନି ପିଲାମାନଙ୍କୁ ଦୁନିଆକୁ ଚିହ୍ନେଇବା ସହିତ ଅସୁମାରି ସମ୍ଭାବନାର ସାକାର ରୂପର ଉପହାର ।
Les informations fournies dans la section « A propos du livre » peuvent faire référence à une autre édition de ce titre.
Gratuit expédition vers Etats-Unis
Destinations, frais et délaisVendeur : California Books, Miami, FL, Etats-Unis
Etat : New. N° de réf. du vendeur I-9781645602224
Quantité disponible : Plus de 20 disponibles
Vendeur : Lucky's Textbooks, Dallas, TX, Etats-Unis
Etat : New. N° de réf. du vendeur ABLIING23Mar2811580255272
Quantité disponible : Plus de 20 disponibles
Vendeur : PBShop.store US, Wood Dale, IL, Etats-Unis
PAP. Etat : New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. N° de réf. du vendeur L0-9781645602224
Quantité disponible : Plus de 20 disponibles
Vendeur : PBShop.store UK, Fairford, GLOS, Royaume-Uni
PAP. Etat : New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. N° de réf. du vendeur L0-9781645602224
Quantité disponible : Plus de 20 disponibles
Vendeur : Books Puddle, New York, NY, Etats-Unis
Etat : New. pp. 156. N° de réf. du vendeur 26391609527
Quantité disponible : 4 disponible(s)
Vendeur : Chiron Media, Wallingford, Royaume-Uni
Paperback. Etat : New. N° de réf. du vendeur 6666-IUK-9781645602224
Quantité disponible : 10 disponible(s)
Vendeur : Majestic Books, Hounslow, Royaume-Uni
Etat : New. Print on Demand pp. 156. N° de réf. du vendeur 388023144
Quantité disponible : 4 disponible(s)
Vendeur : THE SAINT BOOKSTORE, Southport, Royaume-Uni
Paperback / softback. Etat : New. This item is printed on demand. New copy - Usually dispatched within 5-9 working days 140. N° de réf. du vendeur C9781645602224
Quantité disponible : Plus de 20 disponibles
Vendeur : Biblios, Frankfurt am main, HESSE, Allemagne
Etat : New. PRINT ON DEMAND pp. 156. N° de réf. du vendeur 18391609533
Quantité disponible : 4 disponible(s)
Vendeur : moluna, Greven, Allemagne
Kartoniert / Broschiert. Etat : New. N° de réf. du vendeur 596616229
Quantité disponible : Plus de 20 disponibles