ଏହି ପୁସ୍ତକରେ ତିରିଶିଗୋଟି କବିତା ରହିଛି ଯାହା ପ୍ରେମାବେଗର ବିବିଧ କଥାବସ୍ତୁ ଉପରେ ଆଧାରିତ। ଏହି ସଂକଳନର ଶୀର୍ଷକ କବିତା "ଶ୍ରୀରାଧାଙ୍କ ଶ୍ରୀ" ଜରିଆରେ ରାଧାକୃଷ୍ଣଙ୍କର ଅନାବିଳ ଭଲପାଇବାକୁ ଏକ ଆଧୁନିକ ଭଙ୍ଗୀରେ ଉପସ୍ଥାପନ କରିବାର ଦୁଃସାହସ କରିଛି। ଅଦ୍ୟାବଧି ସାହିତ୍ୟରେ ରାଧା କୃଷ୍ଣଙ୍କୁ ଝୁରିହେବାର ଦୃଷ୍ଟାନ୍ତ ଅନେକ ରହିଛି କିନ୍ତୁ କୃଷ୍ଣ ମଧ୍ୟ ରାଧାଙ୍କ ସ୍ମୃତିଚାରଣ କରିଥିବେ ଏପ୍ରକାର ଏକ ସମ୍ଭାବନାର ପରିକଳ୍ପନା ଏହି କବିତା ମାଧ୍ୟମରେ ସମ୍ଭବ ହୋଇପାରିଛି। କିଛି ଭୁଲ୍ ଅବା ଭ୍ରାନ୍ତିକର ଲେଖିଦେବି ନାହିଁ ତ- ଏ ଭୟ ବିଶାଳରୁ ବିଶାଳତର ହେଉଥାଏ ଯେତେବେଳେ ଯେତେବେଳେ ମୁଁ କଲମ ଧରି ବସୁଥାଏ। ଯିଏ ଏ ସୃଷ୍ଟି ସର୍ଜନାର ଉତ୍ସ ତାଙ୍କ ବିଷୟରେ କିଛିବି ଲେଖିବା ନିଶ୍ଚିତ ଭାବରେ ଏକ କଷ୍ଟସାଧ୍ୟ ଜିନିଷ। କୃଷ୍ଣଙ୍କୁ ଉଚିତ୍ ଭାବରେ ଅଧ୍ୟୟନ ନକରି ତାଙ୍କ ବିଷୟରେ କିଛିବି ମତପୋଷଣ କରିବା ଏକ ଧୃଷ୍ଟତା। ଅନ୍ୟ ଏକ କବିତା "କଷ୍ଟ କୃଷ୍ଣଙ୍କର" ଜରିଆରେ କୃଷ୍ଣ ମଧ୍ୟ ଯନ୍ତ୍ରଣା ଭୋଗ କରିଥିବେ ଏ ପ୍ରକାର ଏକ ଭାବନାକୁ ଜାଗା ଦେଇଛି। କୃଷ୍ଣଙ୍କୁ ନେଇ ଯାହାକିଛି କଳ୍ପନା କରିଛି ତାହା ସମ୍ପୂର୍ଣ୍ଣରୂପେ ମୋର ବ୍ୟକ୍ତିଗତ ଆକଳନ। ଯଦି ଏହି ଆକଳନରେ କିଛି ତ୍ରୁଟି ରହିଥାଏ, ଅଥବା କୌଣସି ବ୍ୟକ୍ତି ବିଶେଷଙ୍କୁ କୌଣସି କଥା ରୁଚିକର ନଲାଗେ ତେବେ ନିଜ ଗୁଣରେ ମୋତେ କ୍ଷମା କରିଦେବେ।
Les informations fournies dans la section « Synopsis » peuvent faire référence à une autre édition de ce titre.
ଆତ୍ମ ବିବରଣୀ ନାମ- ଶ୍ରୀ ଚନ୍ଦନ କୁମାର ଦାସ ଜନ୍ମ- ମାର୍ଚ୍ଚ ୬ ତାରିଖ ୧୯୮୭ ମସିହା ଜନ୍ମସ୍ଥାନ- ତାପଣ୍ଡିଆ, ବାଲିଆପାଳ, ବାଲେଶ୍ୱର ପିତା- ଶ୍ରୀ ଲକ୍ଷ୍ମୀକାନ୍ତ ଦାସ ମାତା- ଶ୍ରୀମତୀ ବାସନ୍ତୀ ଦାସ ଶିକ୍ଷାଗତ ଯୋଗ୍ୟତା- ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକରୁ ଇଂରାଜୀ ଭାଷା ସାହିତ୍ୟରେ ଏମ୍].ଏ. ଓ ଏମ୍].ଫିଲ୍ । ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜେସ ୟୁନିଭରସିଟି, ହାଇଦ୍ରାବାଦରୁ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ୍ ଟିଚିଙ୍ଗ ଇଂଲିଶ । ବୃତ୍ତି- ଅଧ୍ୟାପନା
Les informations fournies dans la section « A propos du livre » peuvent faire référence à une autre édition de ce titre.
Vendeur : GreatBookPrices, Columbia, MD, Etats-Unis
Etat : New. N° de réf. du vendeur 48539831-n
Quantité disponible : Plus de 20 disponibles
Vendeur : GreatBookPrices, Columbia, MD, Etats-Unis
Etat : As New. Unread book in perfect condition. N° de réf. du vendeur 48539831
Quantité disponible : Plus de 20 disponibles
Vendeur : California Books, Miami, FL, Etats-Unis
Etat : New. N° de réf. du vendeur I-9781645605836
Quantité disponible : Plus de 20 disponibles
Vendeur : PBShop.store US, Wood Dale, IL, Etats-Unis
PAP. Etat : New. New Book. Shipped from UK. Established seller since 2000. N° de réf. du vendeur L2-9781645605836
Quantité disponible : Plus de 20 disponibles
Vendeur : PBShop.store UK, Fairford, GLOS, Royaume-Uni
PAP. Etat : New. New Book. Shipped from UK. Established seller since 2000. N° de réf. du vendeur L2-9781645605836
Quantité disponible : Plus de 20 disponibles
Vendeur : Majestic Books, Hounslow, Royaume-Uni
Etat : New. Print on Demand. N° de réf. du vendeur 409159571
Quantité disponible : 4 disponible(s)
Vendeur : Books Puddle, New York, NY, Etats-Unis
Etat : New. Print on Demand. N° de réf. du vendeur 26404027468
Quantité disponible : 4 disponible(s)
Vendeur : Ria Christie Collections, Uxbridge, Royaume-Uni
Etat : New. In. N° de réf. du vendeur ria9781645605836_new
Quantité disponible : Plus de 20 disponibles
Vendeur : Biblios, Frankfurt am main, HESSE, Allemagne
Etat : New. PRINT ON DEMAND. N° de réf. du vendeur 18404027462
Quantité disponible : 4 disponible(s)
Vendeur : THE SAINT BOOKSTORE, Southport, Royaume-Uni
Paperback / softback. Etat : New. This item is printed on demand. New copy - Usually dispatched within 5-9 working days. N° de réf. du vendeur C9781645605836
Quantité disponible : Plus de 20 disponibles