ମାଓବାଦୀ କହିଲେ ଆମ ମନରେ ଡର ଆସେ । ସାଧାରଣ ଲୋକ, ସରକାରୀ ବାବୁ, ପୋଲିସ, ନେତା, ଠିକାଦାର ସମସ୍ତେ ଡରନ୍ତି । ସେମାନେ କୁଆଡ଼େ ନିର୍ବାଚିତ ସରକାରରେ ବିଶ୍ୱାସ କରନ୍ତିନି । ସମାନ୍ତରାଳ ବ୍ୟବସ୍ଥା ଓ କାନୁନ ତିଆରି କରନ୍ତି । ସେମାନଙ୍କ ନଜରରେ ଯିଏ ଅପରାଧୀ ସାବ୍ୟସ୍ତ ହୁଏ, ତାକୁ ଧରିଆଣି ପ୍ରଜାକୋର୍ଟରେ ହାଜର କରନ୍ତି । ପ୍ରଜାକୋର୍ଟ କହିଲେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର ଚାଲେ । ଆଉ ସ୍ଥାନୀୟ ମାଓବାଦୀ ନେତାଙ୍କ ନିର୍ଦ୍ଦେଶରେ ଦଣ୍ଡ ଦିଆଯାଏ । ଅନେକ ସରକାରୀ କର୍ମଚାରୀ, ଅସାଧୁ ଅଧିକାରୀ, ଲୋଭୀ ଠିକାଦାର, ପୋଲିସ ଇନଫର୍ମରଙ୍କୁ ସେମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହାର ହିସାବ ନାହିଁ । ମାଓବାଦୀଙ୍କ କଥା ଆସିଲେ ମୋ ମନକୁ ବିଶିଷ୍ଟ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ 'ଶିକାର' ଗଳ୍ପ ଦୃଶ୍ୟମାନ ହୁଏ । କେମିତି ଝିଅବୋହୂଙ୍କ ଇଜ୍ଜତ ସହ ଖେଳ ଖେଳୁଥିବା ସର୍ଦ୍ଦାରର କଟାମୁଣ୍ଡ ଧରି ଘିନୁଆ ଥାନାକୁ ଯାଏ । ସେତେବେଳଠୁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ସର୍ଦ୍ଦାରମାନେ ଅଛନ୍ତି ଏବଂ ସେମାନଙ୍କୁ ଆମ ସାମାଜିକ ବ୍ୟବସ୍ଥା ଓ ଆଇନକାନୁନ କିଛି ବି କରିପାରୁନି । ଘିନୁଆମାନେ ମାଓବାଦୀ ପାଲଟି ଯାଇଛନ୍ତି । ଆଉ ଥାନାକୁ ଯାଉନାହାନ୍ତି । ନିଜେ ନିଜେ ପ୍ରଜାକୋର୍ଟରେ ଦଣ୍ଡ ଦେଉଛନ୍ତି ।
Les informations fournies dans la section « Synopsis » peuvent faire référence à une autre édition de ce titre.
ଲେଖକ ବୃତ୍ତିରେ ଜଣେ ସାମ୍ବାଦିକ । ୧୯୯୫ରେ ପ୍ରଗତିବାଦୀରେ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ଇଟିଭି ଓଡ଼ିଆ, ଏମବିସି ଟିଭି, କଳିଙ୍ଗ ଟିଭିରେ କାର୍ଯ୍ୟ କରିବା ପରେ ଏବେ ନିଜସ୍ୱ ୱେବ୍ ଚ୍ୟାନେଲ୍ ତକ୍ଷକଟିଭିରେ କାର୍ଯ୍ୟ କରୁଛନ୍ତି । ଦୀର୍ଘବର୍ଷର ସାମ୍ବାଦିକତା ଭିତରେ ତାଙ୍କର ଅନେକ ଅନୁସନ୍ଧାନମୂଳକ ରିପୋର୍ଟ, ସାକ୍ଷାତକାର ଏବଂ ସମକାଳୀନ ପ୍ରସଙ୍ଗକୁ ନେଇ ଆଲୋଚନା ପ୍ରସାରିତ ହୋଇଛି । ସ୍ପଷ୍ଟବାଦିତା ଓ ନିର୍ଭୀକତାକୁ ସେ ଗୁରୁତ୍ୱ ଦିଅନ୍ତି । ସାମ୍ବାଦିକତା ବୃତ୍ତି ବାହାରେ ସେ ଜଣେ ସୃଜନଶୀଳ ମଣିଷ । ଗପ, ଉପନ୍ୟାସ ଲେଖିବାକୁ ଭଲ ପାଆନ୍ତି । ୧୯୯୩ରେ ତାଙ୍କର ପ୍ରଥମ ଉପନ୍ୟାସ 'ସତ୍ୟପଥେ ଧର୍ମପଥେ' ଏବଂ ୨୦୦୧ରେ ତାଙ୍କର ଦ୍ୱିତୀୟ ଉପନ୍ୟାସ 'ଗାନ୍ଧିବୁଢ଼ୀ' ପ୍ରକାଶିତ ହୋଇଛି ।
Les informations fournies dans la section « A propos du livre » peuvent faire référence à une autre édition de ce titre.
Vendeur : GreatBookPrices, Columbia, MD, Etats-Unis
Etat : New. N° de réf. du vendeur 49837426-n
Quantité disponible : Plus de 20 disponibles
Vendeur : California Books, Miami, FL, Etats-Unis
Etat : New. N° de réf. du vendeur I-9781645606307
Quantité disponible : Plus de 20 disponibles
Vendeur : GreatBookPrices, Columbia, MD, Etats-Unis
Etat : As New. Unread book in perfect condition. N° de réf. du vendeur 49837426
Quantité disponible : Plus de 20 disponibles
Vendeur : BargainBookStores, Grand Rapids, MI, Etats-Unis
Paperback or Softback. Etat : New. Mun Bi Maobadi. Book. N° de réf. du vendeur BBS-9781645606307
Quantité disponible : 5 disponible(s)
Vendeur : Majestic Books, Hounslow, Royaume-Uni
Etat : New. Print on Demand. N° de réf. du vendeur 408976586
Quantité disponible : 4 disponible(s)
Vendeur : Books Puddle, New York, NY, Etats-Unis
Etat : New. Print on Demand. N° de réf. du vendeur 26404210453
Quantité disponible : 4 disponible(s)
Vendeur : Ria Christie Collections, Uxbridge, Royaume-Uni
Etat : New. In. N° de réf. du vendeur ria9781645606307_new
Quantité disponible : Plus de 20 disponibles
Vendeur : Biblios, Frankfurt am main, HESSE, Allemagne
Etat : New. PRINT ON DEMAND. N° de réf. du vendeur 18404210463
Quantité disponible : 4 disponible(s)
Vendeur : THE SAINT BOOKSTORE, Southport, Royaume-Uni
Etat : New. This item is printed on demand. New copy - Usually dispatched within 5-9 working days. N° de réf. du vendeur C9781645606307
Quantité disponible : Plus de 20 disponibles
Vendeur : GreatBookPricesUK, Woodford Green, Royaume-Uni
Etat : New. N° de réf. du vendeur 49837426-n
Quantité disponible : Plus de 20 disponibles