ଆମ୍ବଗଛର ଛାଇ ପୁସ୍ତକଟି ଭିନ୍ନ ଭିନ୍ନ ସ୍ୱାଦର ଅଠରଟି ଗଳ୍ପରେ ସମୃଦ୍ଧ। ପ୍ରତ୍ୟେକଟି ଗଳ୍ପ ର ଆଧାର ଲେଖିକାଙ୍କ ଅନ୍ତର୍ଭେଦୀ ଅନୁଭବ। ଏହି ସଂକଳନରେ ସନ୍ନିବେଶିତ ଗଳ୍ପଗୁଡ଼ିକ ପୂର୍ବରୁ ଝଙ୍କାର, ସତ୍ୟବାଦୀ, ପଞ୍ଚବଟୀ, ଗୌରବ, କୁସୁମିତା, ଇସ୍ତାହାର, ମହୋଦଧି ଓ ସାଗରିକା ଆଦି ପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟତା ହାସଲ କରିଛନ୍ତି। ଗଳ୍ପ ସଂକଳନ ଟି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଜନଜୀବନର ଆର୍ଥିକ ସାଂସ୍କୃତିକ ଓ ସାମାଜିକ ସମସ୍ୟାମାନଙ୍କର ବିଶ୍ଳେଷଣାତ୍ମକ ଚିତ୍ର ବହନ କରିଛି। ଶୈଶବର ସ୍ମୃତି ସମ୍ବଳିତ ଆମ୍ବଗଛର ଛାଇ,ମୋ କେଶବତୀ ବୋଉ,ସେଇ ଲାଜକୁଳା ପିଲା ଗଳ୍ପଗୁଡ଼ିକ ଏକ ସର୍ବ କାଳ ଓ ସର୍ବଜନ ଅନୁଭବରେ ପରିପୁଷ୍ଟ । କନ୍ୟାଶ୍ରମର କନ୍ୟା ଓ କ୍ବାରେଣ୍ଟାଇନ୍ ରେ ଦୁପର୍ତ୍ତି ଗଳ୍ପ ଦୁଇଟି ଦୁର୍ବଳ ଆର୍ଥିକ ଭିତ୍ତିଭୂମି ଓ କୁସଂସ୍କାରାଚ୍ଛନ୍ନ ଆଦିବାସୀ ଜନଜୀବନର କରୁଣ ଆଲେଖ୍ୟ। ମାଙ୍କଡ, ଦୁଃଖର ପରିସୀମା, ସାବିତ୍ରୀ, ହାରିଯାଇଥିବା ମଣିଷ, ସୁନାମୀ ପୀଡ଼ିତା ଗଳ୍ପଗୁଡ଼ିକ ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଥିବା ଅସହାୟ ମଣିଷ ମାନଙ୍କର ହସ ଅଶ୍ରୁମୟ ବେଦନାକ୍ତ ଶବ୍ଦ ଲିପିରେ ଋଦ୍ଧୀମନ୍ତ । ପ୍ରତ୍ୟେକ ଗଳ୍ପରେ ଚରିତ୍ର ମାନଙ୍କର ମନସ୍ତତ୍ତ୍ୱ ବିଶ୍ଳେଷଣ ବେଶ୍ ହୃଦୟସ୍ପର୍ଶୀ। ଭାଷା,ଭାବ ଓ ଉପସ୍ଥାପନା ଶୈଳୀ ଆଦି ସୂକ୍ଷ୍ମକଳାତ୍ମକ ପରିପାଟୀ ରେ ଗାଳ୍ପିକା ଙ୍କ ପରିପକ୍ଵ ଲେଖନୀ ଗଳ୍ପ ଗୁଡ଼ିକୁ ସାରସ୍ଵତ ଶ୍ରୀମଣ୍ଡିତ କରିଛି । ଆମ୍ବଗଛର ଛାଇ ପୁସ୍ତକଟି ଡକ୍ଟର୍] ବାସନ୍ତୀ ମହାନ୍ତିଙ୍କର ଦ୍ୱାଦଶତମ ଗଳ୍ପ ସଂକଳନ ।
Les informations fournies dans la section « Synopsis » peuvent faire référence à une autre édition de ce titre.
Vendeur : GreatBookPrices, Columbia, MD, Etats-Unis
Etat : New. N° de réf. du vendeur 44226037-n
Quantité disponible : Plus de 20 disponibles
Vendeur : California Books, Miami, FL, Etats-Unis
Etat : New. N° de réf. du vendeur I-9781990494055
Quantité disponible : Plus de 20 disponibles
Vendeur : GreatBookPrices, Columbia, MD, Etats-Unis
Etat : As New. Unread book in perfect condition. N° de réf. du vendeur 44226037
Quantité disponible : Plus de 20 disponibles
Vendeur : PBShop.store US, Wood Dale, IL, Etats-Unis
PAP. Etat : New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. N° de réf. du vendeur L0-9781990494055
Quantité disponible : Plus de 20 disponibles
Vendeur : PBShop.store UK, Fairford, GLOS, Royaume-Uni
PAP. Etat : New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. N° de réf. du vendeur L0-9781990494055
Quantité disponible : Plus de 20 disponibles
Vendeur : BargainBookStores, Grand Rapids, MI, Etats-Unis
Paperback or Softback. Etat : New. Aamba Gachhara Chhai. Book. N° de réf. du vendeur BBS-9781990494055
Quantité disponible : 5 disponible(s)
Vendeur : Ria Christie Collections, Uxbridge, Royaume-Uni
Etat : New. In. N° de réf. du vendeur ria9781990494055_new
Quantité disponible : Plus de 20 disponibles
Vendeur : Chiron Media, Wallingford, Royaume-Uni
PF. Etat : New. N° de réf. du vendeur 6666-IUK-9781990494055
Quantité disponible : 10 disponible(s)
Vendeur : THE SAINT BOOKSTORE, Southport, Royaume-Uni
Paperback / softback. Etat : New. This item is printed on demand. New copy - Usually dispatched within 5-9 working days. N° de réf. du vendeur C9781990494055
Quantité disponible : Plus de 20 disponibles
Vendeur : GreatBookPricesUK, Woodford Green, Royaume-Uni
Etat : New. N° de réf. du vendeur 44226037-n
Quantité disponible : Plus de 20 disponibles