ବିବିଧବର୍ଣ୍ଣା - Couverture souple

Sahu, Bikesh

 
9788119445202: ବିବିଧବର୍ଣ୍ଣା

Synopsis

About the Book-

ତାଙ୍କର 'ବିବିଧବର୍ଣ୍ଣା' ସମାଲୋଚନା ପୁସ୍ତକଟି ଓଡ଼ିଆ ସାହିତ୍ୟର ବିବିଧ ଦିଗକୁ ନେଇ ସଂକଳିତ ସାତଟି ଆଲୋଚନାରେ ପରିପୁଷ୍ଟ। ଏହି ପ୍ରବନ୍ଧ ସବୁ ତାଙ୍କ ତରୁଣ ସମୟର ଲେଖା ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ଥିବା ତାଙ୍କର ଗଭୀର ପ୍ରବେଶ ଓ ଦୃଷ୍ଟିକୋଣ ଏହି ସବୁ ନିବନ୍ଧରେ ପ୍ରକାଶ ଲାଭ କରିଛି। ମୋର ଗଭୀର ବିଶ୍ୱାସ ଉକ୍ତ ପୁସ୍ତକଟି ଗବେଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦୃତ ହେବ।

Les informations fournies dans la section « Synopsis » peuvent faire référence à une autre édition de ce titre.

À propos de l'auteur

About the Author: - ବିକେଶ ସାହୁ ସମକାଳର ଯୁବ ଆଲୋଚକମାନଙ୍କ ମଧ୍ୟରେ ଏକ ପରିଚିତ ନାମ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓଡ଼ିଆରେ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହେବା ସହ 'ପ୍ରସ୍ତାପସିନ୍ଧୁ ପାଠ-ଆଧାରିତ ସମ୍ପାଦନା' ଶୀର୍ଷକ ଗବେଷଣା ନିବନ୍ଧ ପ୍ରସ୍ତୁତ କରି କଳାଭୂଷଣ ଉପାଧି ଲାଭ କରିଛନ୍ତି। ସମକାଳୀନ ଅଗ୍ରଣୀ ସମାଲୋଚନାଧର୍ମୀ ପତ୍ରପତ୍ରିକାରେ ତାଙ୍କ ଅନେକ ଗବେଷଣା ନିବନ୍ଧ ପ୍ରକାଶିତ। ବର୍ତ୍ତମାନ ସେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ।

Les informations fournies dans la section « A propos du livre » peuvent faire référence à une autre édition de ce titre.